ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଇ-ଶ୍ରମରେ ୧୦ କୋଟିରୁ ଅଧିକ ପଞ୍ଜିକରଣ ପାଇଁ ଖୁସି ବ୍ୟକ୍ତ କରିଛନ୍ତି
Posted On:
01 DEC 2021 5:00PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇ-ଶ୍ରମରେ ୧୦ କୋଟିରୁ ଅଧିକ ପଞ୍ଜିକରଣରେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ସଂକଳ୍ପରୁ ସଫଳତା ପର୍ଯ୍ୟନ୍ତ ଯାତ୍ରା ବୋଲି କହିଛନ୍ତି ।
କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଏହା ହେଉଛି ସଂକଳ୍ପରୁ ସଫଳତା ପର୍ଯ୍ୟନ୍ତ ଯାତ୍ରା । ଦେଶର କୋଟି କୋଟି ଶ୍ରମିକ ଏବଂ କର୍ମଜୀବୀଙ୍କ ଶକ୍ତି ଆଜି ନୂଆ ଭାରତର ମୂଳଦୁଆ ପାଲଟିଛି । ସେମାନଙ୍କର ସାମାଜିକ ନିରାପତ୍ତାରେ ହିଁ ଦେଶର ଦୃଢ ଭବିଷ୍ୟତ ଛପି ରହିଛି ।”
HS
(Release ID: 1779630)
Read this release in:
Marathi
,
Assamese
,
Kannada
,
English
,
Urdu
,
Hindi
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam