ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-୧୯ ଅପ୍‌ଟେଡ

Posted On: 08 DEC 2021 9:15AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୯.୫୪ କୋଟି କୋଭିଡ ପ୍ରତିଷେଧକ ଟିକା ଦିଆଯାଇସାରିଛି । ଭାରତରେ ବର୍ତ୍ତମାନ ୯୩, ୭୩୩ ସକ୍ରିୟ ମାମଲା, ୫୫୫ ଦିନରେ ସବୁଠାରୁ କମ୍ ମାମଲା ରହିଛି । 

ସକ୍ରିୟ ମାମଲା ମୋଟ ମାମଲାର ୧ପ୍ରତିଶତରୁ କମ୍ ଅଛି । ବର୍ତ୍ତମାନ ୦. ୨୭ ପ୍ରତିଶତ, ଯାହାକି ମାର୍ଚ୍ଚ ୨୦୨୦ ପରେ ସର୍ବନିମ୍ନ ରହିଛି । 

ଆରୋଗ୍ୟ ହାର ବର୍ତ୍ତମାନ ୯୮.୩୬ପ୍ରତିଶତ, ଯାହାକି ମାର୍ଚ୍ଚ ୨୦୨୦ ପରେ ସର୍ବାଧିକ ରହିଛି । 

ଗତ ୨୪ଘଣ୍ଟା ମଧ୍ୟରେ ୯,୫୨୫ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩,୪୦, ୮୯,୧୩୭ ରୋଗୀ ସୁସ୍ଥ ହୋଇଛନ୍ତି । 

ଗତ ୨୪ଘଣ୍ଟା ମଧ୍ୟରେ ୮,୪୩୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ଦୈନିକ ପଜିଟିଭିଟି ହାର ୦.୭୦ ପ୍ରତିଶତ ରହିଛି, ଯାହାକି ଗତ ୬୫ଦିନରେ ୨ପ୍ରତିଶତରୁ କମ୍ ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୦.୭୬ ପ୍ରତିଶତ ରହିଛି, ଯାହାକି ଗତ ୨୪ଦିନରେ ୧ପ୍ରତିଶତରୁ କମ୍ ରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୬୫.୦୬ କୋଟି ପରୀକ୍ଷଣ କରାଯାଇସାରିଛି ।

 

****

 

 NS /SLP


(Release ID: 1779299) Visitor Counter : 220