ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଶ୍ଚିମବଙ୍ଗର ନଦିଆରେ ସଡକ ଦୁର୍ଘଟଣାଜନିତ ମୃତକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

प्रविष्टि तिथि: 28 NOV 2021 4:23PM by PIB Bhubaneshwar

ପଶ୍ଚିମବଙ୍ଗର ନଦିଆରେ ହୋଇଥିବା ସଡକ ଦୁର୍ଘଟଣାଜନିତ ମୃତକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ପଶ୍ଚିମବଙ୍ଗର ନଦିଆରେ ହୋଇଥିବା ସଡକ ଦୁର୍ଘଟଣା ମୃତକଙ୍କ ପାଇଁ ଗଭୀର ଦୁଃଖିତ । ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା ଜଣାଉଛି । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି ।

SR


(रिलीज़ आईडी: 1775921) आगंतुक पटल : 203
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam