ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପରବ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 19 NOV 2021 8:54AM by PIB Bhubaneshwar

ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପରବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପରବର ସ୍ୱତନ୍ତ୍ର ଅବସରରେ ତାଙ୍କ ଆଧ୍ୟାତ୍ମିକ ବିଚାରଧାରା ଓ ମହାନ ଆଦର୍ଶକୁ ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପରବର ସ୍ୱତନ୍ତ୍ର ଅବସରରେ ତାଙ୍କ ଆଧ୍ୟାତ୍ମିକ ବିଚାରଧାରା ଓ ମହାନ ଆଦର୍ଶକୁ ସ୍ମରଣ କରୁଛି । ଏକ ନ୍ୟାର୍ଯ୍ୟ, ସହାନୁଭୂତିଶୀଳ ଓ ସମାବେଶୀ ସମାଜ ପାଇଁ ତାଙ୍କ କଳ୍ପନା ଆମକୁ ପ୍ରେରିତ କରିଛି । ଅନ୍ୟର ସେବା କରିବାକୁ ଶ୍ରୀ ଗୁରୁ ନାନକ ଦେବ ଜୀ ଦେଇଥିବା ଗୁରୁତ୍ୱ ଖୁବ ପ୍ରେରଣାଦାୟୀ ।”   

 

SR



(Release ID: 1773189) Visitor Counter : 206