ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡଃ ମନମୋହନ ସିଂହ ଜୀଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

Posted On: 14 OCT 2021 11:52AM by PIB Bhubaneshwar

ଡଃ ମନମୋହନ ସିଂହ ଜୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଡଃ ମନମୋହନ ସିଂହ ଜୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦ୍ରୁତ ଆରୋଗ୍ୟ କାମନା କରୁଛି ।”

 

SR



(Release ID: 1763943) Visitor Counter : 28