ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ନବରାତ୍ରୀ ଅବସରରେ ମା କାଳରାତ୍ରୀଙ୍କୁ ପ୍ରାର୍ଥନା ଜଣାଇଲେ 
                    
                    
                        
                    
                
                
                    Posted On:
                12 OCT 2021 9:07AM by PIB Bhubaneshwar
                
                
                
                
                
                
                ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମା କାଳରାତ୍ରୀଙ୍କୁ ପ୍ରାର୍ଥନା ଜଣାଇବା ସହ ସମସ୍ତଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ମା କାଳରାତ୍ରୀଙ୍କ ନିକଟରେ ପ୍ରାର୍ଥନା, ସବୁ ବାଧାବିଘ୍ନ ଦୂର କରି ସେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ନେଇ ଆସନ୍ତୁ ।”
 
 
 
 
SR
                
                
                
                
                
                (Release ID: 1763433)
                Visitor Counter : 168
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam