ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନବରାତ୍ରୀ ଅବସରରେ ମା କାଳରାତ୍ରୀଙ୍କୁ ପ୍ରାର୍ଥନା ଜଣାଇଲେ

Posted On: 12 OCT 2021 9:07AM by PIB Bhubaneshwar

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମା କାଳରାତ୍ରୀଙ୍କୁ ପ୍ରାର୍ଥନା ଜଣାଇବା ସହ ସମସ୍ତଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ମା କାଳରାତ୍ରୀଙ୍କ ନିକଟରେ ପ୍ରାର୍ଥନା, ସବୁ ବାଧାବିଘ୍ନ ଦୂର କରି ସେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ନେଇ ଆସନ୍ତୁ ।

 

 

 

SR



(Release ID: 1763433) Visitor Counter : 37