ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟ ବିଶ୍ୱ ନେତାଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 17 SEP 2021 8:34PM by PIB Bhubaneshwar

ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟ ବିଶ୍ୱ ନେତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।

ରାଷ୍ଟ୍ରପତିଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମାନନୀୟ ରାଷ୍ଟ୍ରପତି ମହୋଦୟ, ଆପଣଙ୍କର ଏହି ଅମୂଲ୍ୟ ଶୁଭେଚ୍ଛା ବାର୍ତ୍ତା ପାଇଁ ହୃଦୟରୁ ସମ୍ମାନ ଜଣାଉଛି ।  

ଉପରାଷ୍ଟ୍ରପତିଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଚିନ୍ତାଶୀଳ ଶୁଭେଚ୍ଛା ପାଇଁ ଧନ୍ୟବାଦ ଉପରାଷ୍ଟ୍ରପତି @ଏମଭେଙ୍କିଆନାଇଡୁ ଗାରୁ ।  

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶୁଭେଚ୍ଛା ପାଇଁ ଧନ୍ୟବାଦ ରାଷ୍ଟ୍ରପତି @ଗୋଟବାୟାଆର ।

ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି ପିଏମ @ଶେରବିଦେଉବା ।  

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

ଶୁଭେଚ୍ଛା ପାଇଁ ଧନ୍ୟବାଦ ବନ୍ଧୁ, ପିଏମ ରାଜପକ୍ଷ ।

ଡୋମିନିକା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣଙ୍କ ଶୁଭେଚ୍ଛା ପାଇ ବେଶ କୃତଜ୍ଞ, ପିଏମ @ଏସକେରିଟଆର ।  

ନେପାଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଧନ୍ୟବାଦ, ଶ୍ରୀ @କେପିଶର୍ମାଓଲି ।   

SR



(Release ID: 1755945) Visitor Counter : 163