ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-୧୯ ଅପଡେଟ

Posted On: 08 SEP 2021 9:22AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୭୦.୭୫ କୋଟି ଟୀକା ଦିଆଯାଇସାରିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୩୭, ୮୭୫ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ମାମଲା ସର୍ବମୋଟ ମାମଲା ୧.୧୮ ପ୍ରତିଶତ ଅଟେ ।

ଭାରତରେ ବର୍ତ୍ତମାନ ୩, ୯୧,୨୫୬ ସକ୍ରିୟ ମାମଲା ରହିଛି ।

ବର୍ତ୍ତମାନ ଆରୋଗ୍ୟହାର ୯୭.୪୮ପ୍ରତିଶତ ଅଟେ ।

ଗତ ୨୪ଘଣ୍ଟା ମଧ୍ୟରେ ୩୯,୧୧୪ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩,୨୨,୬୪,୦୫୧ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ସଂକ୍ରମଣ ହାର ବର୍ତ୍ତମାନ ୨.୪୯ ପ୍ରତିଶତ ଅଟେ । ଯାହା ଗତ ୭୫ଦିନରେ ୩ପ୍ରତିଶତରୁ କମ୍ ରହିଛି ।

ଦୈନିକ ସଂକ୍ରମଣ ହାର ୨.୧୬ ପ୍ରତିଶତ ଅଟେ, ଯାହା ଗତ ୯ଦିନରେ ୩ପ୍ରତିଶତରୁ କମ୍ ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୩.୪୯କୋଟି ପରୀକ୍ଷଣ କରାଯାଇସାରିଛି ।

 

*****

NS / SLP



(Release ID: 1753363) Visitor Counter : 89