ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପଡେଟ
Posted On:
08 SEP 2021 9:22AM by PIB Bhubaneshwar
ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୭୦.୭୫ କୋଟି ଟୀକା ଦିଆଯାଇସାରିଛି ।
ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୩୭, ୮୭୫ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
ସକ୍ରିୟ ମାମଲା ସର୍ବମୋଟ ମାମଲା ୧.୧୮ ପ୍ରତିଶତ ଅଟେ ।
ଭାରତରେ ବର୍ତ୍ତମାନ ୩, ୯୧,୨୫୬ ସକ୍ରିୟ ମାମଲା ରହିଛି ।
ବର୍ତ୍ତମାନ ଆରୋଗ୍ୟହାର ୯୭.୪୮ପ୍ରତିଶତ ଅଟେ ।
ଗତ ୨୪ଘଣ୍ଟା ମଧ୍ୟରେ ୩୯,୧୧୪ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩,୨୨,୬୪,୦୫୧ରୋଗୀ ସୁସ୍ଥ ହୋଇଛନ୍ତି ।
ସାପ୍ତାହିକ ସଂକ୍ରମଣ ହାର ବର୍ତ୍ତମାନ ୨.୪୯ ପ୍ରତିଶତ ଅଟେ । ଯାହା ଗତ ୭୫ଦିନରେ ୩ପ୍ରତିଶତରୁ କମ୍ ରହିଛି ।
ଦୈନିକ ସଂକ୍ରମଣ ହାର ୨.୧୬ ପ୍ରତିଶତ ଅଟେ, ଯାହା ଗତ ୯ଦିନରେ ୩ପ୍ରତିଶତରୁ କମ୍ ।
ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୩.୪୯କୋଟି ପରୀକ୍ଷଣ କରାଯାଇସାରିଛି ।
*****
NS / SLP
(Release ID: 1753363)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam