ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୟନ୍ତୀ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଭି.ଓ.ଚିଦାମ୍ବରମ ପିଲ୍ଲାଇଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 SEP 2021 9:14AM by PIB Bhubaneshwar

ଜୟନ୍ତୀ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଭି.ଓ. ଚିଦାମ୍ବରମ ପିଲ୍ଲାଇଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଜୟନ୍ତୀ ଅବସରରେ ଦୂରଦ୍ରଷ୍ଟା ଭି.ଓ. ଚିଦାମ୍ବରମ ପିଲ୍ଲାଙ୍କୁ ସ୍ମରଣ କରୁଛି । ଆମ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଅତୁଳନୀୟ ଥିଲା । ସେ ଆତ୍ମନିର୍ଭର ଭାରତର ପରିକଳ୍ପନା କରିଥିଲେ ଓ ବିଶେଷ କରି ବନ୍ଦର ତଥା ଜାହାଜ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ କରିଥିଲେ । ସେ ଆମ ପାଇଁ ପ୍ରେରଣାର ସ୍ରୋତ । 

SR


(रिलीज़ आईडी: 1752296) आगंतुक पटल : 277
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam