ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାରାଲିମ୍ପିକ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ତୀରନ୍ଦାଜ ହରବିନ୍ଦର ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2021 6:33PM by PIB Bhubaneswar

ଟୋକିଓ ପାରାଲିମ୍ପିକ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୀରନ୍ଦାଜ ହରବିନ୍ଦର ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଉଲ୍ଲେଖନୀୟ ପ୍ରଦର୍ଶନ @ArcherHarvinder । ସେ ବହୁତ କୌଶଳ ଏବଂ ନିଷ୍ଠା ପ୍ରଦର୍ଶନ କରିଥିଲେ, ଫଳ ସ୍ୱରୂପ ତାଙ୍କ ପଦକ ଜିତିଥିଲେ । ଏକ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ତାଙ୍କ ପାଇଁ ଗର୍ବିତ । ଆଗାମୀ ସମୟ ପାଇଁ ତାଙ୍କୁ ଶୁଭେଚ୍ଛା । 

 

HS


(ରିଲିଜ ଆଡି: 1751823) ପରିଦର୍ଶକ କାଉଣ୍ଟର : 250