ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 23 AUG 2021 3:03PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୁଁ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀରେ ପ୍ରଣାମ କରୁଛି ତାଙ୍କର ଶିକ୍ଷା ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ଯୋଗାଇଛି ଶିକ୍ଷା, ସାମାଜିକ ସଂସ୍କାର ଏବଂ ସମାନତା ଉପରେ ତାଙ୍କର ଗୁରୁତ୍ୱ ଆମକୁ ଉତ୍ସାହିତ କରିବାରେ ଲାଗିଛି ସେ ମହିଳା ସଶକ୍ତିକରଣ ତଥା ସାମାଜିକ ପରିବର୍ତ୍ତନ ପାଇଁ ଯୁବ ଶକ୍ତି ବିନିଯୋଗ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି

 

HS


(ରିଲିଜ ଆଡି: 1748318) ପରିଦର୍ଶକ କାଉଣ୍ଟର : 326