ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଟେଡ୍‌

Posted On: 16 AUG 2021 10:21AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ  ୫୪.୫୮କୋଟିରୁ ଅଧିକ ଟିକା ଦିଆଯାଇ ସାରିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାର ୧.୧୮ ପ୍ରତିଶତ ରହିଛି ।

ଭାରତରେ ବର୍ତ୍ତମାନ ୩, ୮୧, ୯୪୭ ଜଣ ସକ୍ରିୟ ରୋଗୀ ଅଛନ୍ତି, ଯାହାକି ୧୪୫ ଦିନ ମଧ୍ୟରେ ସବୁଠାରୁ କମ୍ ।

ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୮ ପ୍ରତିଶତ ରହିଛି ,ଯାହାକି ମାର୍ଚ୍ଚ ୨୦୨୦ ପରେ ସବୁଠାରୁ ଅଧିକ ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୩, ୧୪, ୧୧, ୯୨୪ ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ଘଣ୍ଟା ମଧ୍ୟରେ ୩୫, ୯୦୯ ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ଘଣ୍ଟା ମଧ୍ୟରେ ୩୨, ୯୩୭ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

ସପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତରୁ ତଳେ ରହିଛି ।

ବର୍ତ୍ତମାନ ଏହା ୨.୦୧ ପ୍ରତିଶତ ରହିଛି ।

ଦୈନିକ  ପଜିଟିଭିଟି ହାର ୨. ୭୯ ପ୍ରତିଶତ ରହିଛି, ଯାହା ଗତ ୨୧ ଦିନରେ ୩ ପ୍ରତିଶତରୁ କମ୍ ରହିଛି ।

ପରୀକ୍ଷଣ କ୍ଷମତାର ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି-ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୪୯. ୪୮ କୋଟି ପରୀକ୍ଷଣ କରାଯାଇସାରିଛି ।

 

****

NS /SLP

 

 



(Release ID: 1746475) Visitor Counter : 215