ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାରଗିଲ ବିଜୟ ଦିବସ ଅବସରରେ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 JUL 2021 11:34AM by PIB Bhubaneshwar
ଦେଶକୁ ରକ୍ଷା କରିବାକୁ ଯାଇ କାରଗିଲରେ ପ୍ରାଣ ହରାଇଥିବା ସମସ୍ତଙ୍କୁ କାରଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,
ଆମେ ସେମାନଙ୍କ ବଳିଦାନ ମନେ ପକାଉଛୁ
ଆମେ ସେମାନଙ୍କ ବୀରତା ମନେ ପକାଉଛୁ ।
ଆଜି, କାରଗିଲ ବିଜୟ ଦିବସରେ ଦେଶକୁ ରକ୍ଷା କରିବା ପାଇଁ କାରଗିଲରେ ପ୍ରାଣ ହରାଇଥିବା ସମସ୍ତଙ୍କୁ କାରଗିଲ ବିଜୟ ଦିବସ ଅବସରରେ ଆମେ ଶ୍ରଦ୍ଧାଞ୍ଜଳି ଜଣାଉଛୁ । ପ୍ରତ୍ୟେକ ଦିନ ସେମାନଙ୍କ ସାହସିକତା ଆମକୁ ପ୍ରେରିତ କରୁଛି ।
ଏହାସହିତ ଗତ ବର୍ଷର ‘ମନ କି ବାତ’ର କିଛି ଉଦ୍ଧୃତାଂଶ ଶେୟାର କରୁଛି।
SR
(ରିଲିଜ ଆଡି: 1739232)
ପରିଦର୍ଶକ କାଉଣ୍ଟର : 320
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam