ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସନ୍ତାକାଲି ଅହମ୍ମଦାବାଦର ଏଏମଏଠାରେ ଜେନ ଗାର୍ଡେନ ଏବଂ କାଇଜେନ ଏକାଡେମୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 JUN 2021 10:46PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 27 ଜୁନ୍, 2021 ପୂର୍ବାହ୍ନ 11:30 ସମୟରେ ଅହମ୍ମଦାବାଦର ଏଏମଏଠାରେ ଜେନ ଗାର୍ଡେନ ଏବଂ କାଇଜେନ ଏକାଡେମୀ ଉଦଘାଟନ କରିବେ ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆସନ୍ତାକାଲି, 27 ଜୁନରେ ଅହମ୍ମଦାବାଦର ଏଏମଏଠାରେ ଜେନ ଗାର୍ଡେନ ଏବଂ କାଇଜେନ ଏକାଡେମୀ ଉଦଘାଟିତ ହେବ । ଏହା ଭାରତ ଏବଂ ଜାପାନ ମଧ୍ୟରେ ବୃଦ୍ଧି ପାଉଥିବା ଘନିଷ୍ଠତାର ଆଉ ଏକ ଉଦାହରଣ” ।
**********
TRP/
(ରିଲିଜ ଆଡି: 1730695)
ପରିଦର୍ଶକ କାଉଣ୍ଟର : 204
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam