ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପଡେଟ୍
୬୩ ଦିନ ପରେ ଭାରତରେ ଦୈନିକ ନୂଆ କରୋନା ମାମଲା ୧ ଲକ୍ଷ ତଳକୁ ହ୍ରାସ
ଗତ ୨୪ ଘଣ୍ଟା ମଧ୍ୟରେ ୮୬,୪୯୮ ନୂଆ କରୋନା ମାମଲା ଆସିଛି, ୬୬ ଦିନରେ ସର୍ବନିମ୍ନ
ପୋଷ୍ଟ କରାଯିବା ଦିନାଙ୍କ:
08 JUN 2021 9:00AM by PIB Bhubaneswar
୬୩ ଦିନ ପରେ ଭାରତରେ ଦୈନିକ ନୂଆ କରୋନା ମାମଲା ୧ ଲକ୍ଷ ତଳକୁ ହ୍ରାସ
ଗତ ୨୪ ଘଣ୍ଟା ମଧ୍ୟରେ ୮୬,୪୯୮ ନୂଆ କରୋନା ମାମଲା ଆସିଛି, ୬୬ ଦିନରେ ସର୍ବନିମ୍ନ
ଭାରତରେ ସକ୍ରିୟ କରୋନା ମାମଲା ଆହୁରି ହ୍ରାସ ପାଇ ୧୩,୦୩,୭୦୨ରେ ପହଞ୍ଚିଛି
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୯୭,୯୦୭ ହ୍ରାସ
ଦେଶରେ ଏ ପର୍ଯ୍ୟନ୍ତ ୨,୭୩,୪୧,୪୬୨ ଜଣ ସୁସ୍ଥ ହୋଇଛନ୍ତି
ଗତ ୨୪ ଘଣ୍ଟା ମଧ୍ୟରେ ୧,୮୨,୨୮୨ ଜଣ ସୁସ୍ଥ ହୋଇଛନ୍ତି
କ୍ରମାଗତ ୨୬ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଇଛି
ସୁସ୍ଥତା ହାର ୯୪.୨୯%କୁ ବୃଦ୍ଧି ପାଇଛି
ସାପ୍ତାହିକ ପଜିଟିଭିଟି ହାର ଏବେ ରହିଛି ୫.୯୪%
ଦୈନିକ ପଜିଟିଭିଟି ହାର ଅଛି ୪.୬୨%, କ୍ରମାଗତ ୧୫ ଦିନ ଧରି ୧୦% ତଳେ ରହିଛି
ଦେଶରେ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ମୋଟ ୩୬.୮ କୋଟି ଟେଷ୍ଟିଂ ହୋଇଛି
ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ୨୩.୬୧ କୋଟି ଡୋଜ୍ ଟିକା ଦିଆଯାଇଛି
SR
(ରିଲିଜ ଆଡି: 1725326)
ପରିଦର୍ଶକ କାଉଣ୍ଟର : 236
ଏହି ରିଲିଜ ପଢନ୍ତୁ :
हिन्दी
,
Malayalam
,
English
,
Urdu
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada