ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ୍

Posted On: 07 JUN 2021 9:20AM by PIB Bhubaneshwar

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧ ଲକ୍ଷ ନୂଆ କରୋନା ମାମଲା ଆସିଛି, ୬୧ ଦିନ ମଧ୍ୟରେ ଏହା ସର୍ବନିମ୍ନ

ଭାରତରେ ସକ୍ରିୟ କରୋନା ମାମଲା ଆହୁରି ହ୍ରାସ ପାଇ ୧୪,୦୧,୬୦୯ ହୋଇଛି

ଗତ ୨୪ ଘଣ୍ଟା ମଧ୍ୟୟରେ ସକ୍ରିୟ ମାମଲାରେ ୭୬,୧୯୦ ହ୍ରାସ

ଦେଶରେ ଏ ପର୍ଯ୍ୟନ୍ତ ମୋଟ ୨,୭୧,୫୯,୧୮୦ ଜଣ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ୧,୭୪,୩୯୯ ଜଣ ସୁସ୍ଥ ହୋଇଛନ୍ତି

କ୍ରମାଗତ ୨୫ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି

ସୁସ୍ଥତା ହାର ୯୩.୯୪%କୁ ବୃଦ୍ଧି

ସାପ୍ତାହିକ ପଜିଟିଭିଟି ହାର ଏବେ ରହିଛି ୬.୨୧%

ଦୈନିକ ପଜିଟିଭିଟି ହାର ରହିଛି ୬.୩୪%, କ୍ରମାଗତ ୧୪ ଦିନ ଧରି ୧୦% ତଳେ ରହିଛି

ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଛି ଏବଂ ଦେଶରେ ଏ ପର୍ଯ୍ୟନ୍ତ ୩୬.୬ କୋଟି ଟେଷ୍ଟିଂ କରାଯାଇଛି

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୨୩.୨୭ କୋଟି ଡୋଜ୍ ଟିକା ଦିଆଯାଇଛି

 

SR

 



(Release ID: 1725114) Visitor Counter : 165