ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପଡେଟ୍
प्रविष्टि तिथि:
03 JUN 2021 9:39AM by PIB Bhubaneswar
ହ୍ରାସ ପାଇବା ଧାରା ବଜାୟ ରଖି ଭାରତରେ ଆଜି ସକ୍ରିୟ କରୋନା ମାମଲା ୧୭,୧୩,୪୧୩କୁ ହ୍ରାସ
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା ୮୦,୨୩୨ ହ୍ରାସ ପାଇଛି
ଗତ ୨୪ ଘଣ୍ଟାରେ ଭାରତରେ ୧.୩୪ ଲକ୍ଷ ନୂଆ ମାମଲା ଆସିଛି, ଦେଶରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ହ୍ରାସ ପାଉଛି
ଦେଶରେ କୋଭିଡ-୧୯ରୁ ଏ ପର୍ଯ୍ୟନ୍ତ ୨.୬୪ କୋଟି ସୁସ୍ଥ ହେଲେଣି
ଗତ ୨୪ ଘଣ୍ଟା ମଧ୍ୟରେ ୨,୧୧,୪୯୯ ଜଣ ସୁସ୍ଥ ହୋଇଛନ୍ତି
କ୍ରମାାଗତ ୨୧ ଦିନ ହେଲା ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି
ସୁସ୍ଥତା ହାର ବୃୃଦ୍ଧି ପାଇ ୯୨.୭୯%ରେ ପହଞ୍ଚିଛି
ସାପ୍ତାହିକ ପଜିଟିଭିଟି ହାର ଏବେ ଅଛି ୭.୬୬%
ଦୈ÷ନିକ ପଜିଟିଭିଟି ହାର ୬.୨୧%, କ୍ରମାଗତ ୧୦ ଦିନ ହେଲା ୧୦% ତଳେ ରହିଛି
ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଦେଶରେ ଏ ପର୍ଯ୍ୟନ୍ତ ୩୫.୩ କୋଟି ଟେଷ୍ଟ ହୋଇଛି
ଗତ ୨୪ ଘଣ୍ଟାରେ ୨୨ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ୨୨.୧୦ କୋଟି ଡୋଜ୍ ଟିକା ଦିଆଯାଇଛି
SR
(रिलीज़ आईडी: 1723974)
आगंतुक पटल : 224
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam