ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ୍

ପୋଷ୍ଟ କରାଯିବା ଦିନାଙ୍କ: 02 JUN 2021 9:49AM by PIB Bhubaneshwar

ଭାରତରେ ଆଜି ଦୈ÷ନିକ ନୂଆ ସଂକ୍ରମଣ ୧.୩୨ଲକ୍ଷ, ନୂଆ ସଂକ୍ରମଣ ହ୍ରାସ ଧାରା ଜାରି ରହିଛି

ଭାରତରେ ସକ୍ରିୟ କରୋନା ମାମଲା ପୁଣି ୨୦ ଲକ୍ଷ ତଳେ ଏବଂ ଆଜି ରହିଛି ୧୭,୯୩,୬୪୫

ଗତ ୨୪ ଘଣ୍ଟାରେ ସକ୍ରିୟ କରୋନା ମାମଲାରେ ୧,୦୧,୮୭୫ ହ୍ରାସ

ଦେଶରେ ଏ ପର୍ଯ୍ୟନ୍ତ ୨,୬୧,୭୯,୦୮୫ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟାରେ ୨,୩୧,୪୫୬ ଜଣ ସୁସ୍ଥ ହୋଇଛନ୍ତି

କ୍ରମାଗତ ୨୦ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି

ସୁସ୍ଥତା ହାର ୯୨.୪୮%କୁ ବୃଦ୍ଧି ପାଇଛି

ଏବେ ସାପ୍ତାହିକ ପଜିଟିଭିଟି ହାର ରହିଛି ୮.୨୧%

ଦୈନିକ ପଜିଟିଭିଟି ହାର ରହିଛି ୬.୫୭%, କ୍ରମାଗତ ନବମ ଦିନରେ ଏହା ୧୦% ତଳେ ରହିଛି

ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଛି ଏବଂ ମୋଟ ୩୫ କୋଟି ଟେଷ୍ଟ କରାଯାଇଛି

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ୨୧.୮୫ କୋଟି ଟିକା ଦିଆଯାଇଛି

 

SR


(ରିଲିଜ ଆଡି: 1723794) ପରିଦର୍ଶକ କାଉଣ୍ଟର : 189