ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶିଷ୍ଟ ସଂସ୍କୃତ ବିଦ୍ଵାନ ପଣ୍ଡିତ ରେୱା ପ୍ରସାଦ ଦ୍ଵିବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 22 MAY 2021 4:00PM by PIB Bhubaneshwar

ବିଶିଷ୍ଟ ସଂସ୍କୃତ ବିଦ୍ଵାନ ପଣ୍ଡିତ ରେୱା ପ୍ରସାଦ ଦ୍ଵିବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସଂସ୍କୃତର ମହାନ ବିଭୂତି ମହାମହୋପାଧ୍ୟାୟ ପଣ୍ଡିତ ରେୱା ପ୍ରସାଦ ଦ୍ଵିବେଦୀ ଜୀଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସେ ଅନେକ ପ୍ରତିଭାଙ୍କୁ ଗଢି ତୋଳିଛନ୍ତି । ତାଙ୍କ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି” ।

 

**********

TRP/


(रिलीज़ आईडी: 1720974) आगंतुक पटल : 215
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam