ରସାୟନ ଓ ସାର ମନ୍ତ୍ରଣାଳୟ

କୋଭିଡ ଔଷଧ ଉପଲବ୍ଧତା ସମୀକ୍ଷା କଲେ ଶ୍ରୀ ସଦାନନ୍ଦ ଗୌଡା

प्रविष्टि तिथि: 18 MAY 2021 7:33PM by PIB Bhubaneshwar

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ସଦାନନ୍ଦ ଗୌଡା ଆଜି କୋଭିଡ-19 ପରିଚାଳନାରେ ବ୍ୟବହୃତ ଔଷଧର ଉପଲବ୍ଧତା ନେଇ ସମୀକ୍ଷା କରିବା ପାଇଁ ଫର୍ମାସ୍ୟୁଟିକାଲ୍ସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ ।

ମନ୍ତ୍ରୀ ସେୟାର କରିଥିବା ଏକ ଟ୍ଵିଟ୍ ମାଧ୍ୟମରେ ସେ କହିଛନ୍ତି ଯେ, ସାରା ଦେଶରେ ଔଷଧର ନିରବଚ୍ଛିନ୍ନ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଫାର୍ମାସ୍ୟୁଟିକାଲ୍ସ ବିଭାଗ ରାଜ୍ୟମାନଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରୁଛି ।

 

**********

TRP/


(रिलीज़ आईडी: 1719769) आगंतुक पटल : 222
इस विज्ञप्ति को इन भाषाओं में पढ़ें: English , हिन्दी , Punjabi , Tamil , Telugu , Kannada , Malayalam