ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କତାର ଅମୀରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ
Posted On:
27 APR 2021 9:30PM by PIB Bhubaneshwar
କତାରର ଅମୀର ମହାମହିମ ତମିମ ବିନ ହମଦ ଅଲ ଥାନୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତାଳାପ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି:
“ଆଜି କତାରର ଅମୀର ମହାମହିମ ତମିମ ବିନ ହମଦ ଅଲ ଥାନୀଙ୍କ ସହ ଉତ୍ତମ ବାର୍ତ୍ତାଳାପ ହେଲା । ଏକତା ଏବଂ ଭାରତର କୋଭିଡ-19 ବିରୁଦ୍ଧ ଲଢେଇରେ ସହାୟତା ପ୍ରଦାନ ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଇଲି । କତାରରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ସେବା ପ୍ରଦାନ କରିଥିବାରୁ ମୁଁ କୃତଜ୍ଞତା ଜଣାଇଲି” ।
**********
TRP/
(Release ID: 1714682)
Visitor Counter : 179
Read this release in:
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada