ରାଷ୍ଟ୍ରପତିଙ୍କ ସଚିବାଳୟ

ପ୍ରେସ ବିଜ୍ଞପ୍ତି

Posted On: 24 APR 2021 12:40PM by PIB Bhubaneshwar

ଆଜି (ଏପ୍ରିଲ୍‍ ୨୪, ୨୦୨୧) ଦିନ ୧୧ଟା ସମୟରେ ରାଷ୍ଟ୍ରପତି ଭବନର ଅଶୋକା ହଲରେ ଆୟୋଜିତ ଏକ ଉତ୍ସବରେ ବିଚାରପତି ଶ୍ରୀ ନଥାଲପତି ଭେଙ୍କଟ ରମଣ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପଦ ଗ୍ରହଣ କରିବାର ଶପଥ ପାଠ କରିଥିଲେ ।

***

HS

 

 

 



(Release ID: 1713767) Visitor Counter : 177