ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୌଲାନା ୱହିଦୁଦ୍ଦିନ ଖାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 22 APR 2021 8:38AM by PIB Bhubaneswar

ମୌଲାନା ୱହିଦୁଦ୍ଦିନ ଖାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି

ଶ୍ରୀ ମୋଦୀ ଟ୍ଵିଟ୍ କରି କହିଛନ୍ତି:

ମୌଲାନା ୱହିଦୁଦ୍ଦିନ ଖାନଙ୍କ ବିୟୋଗରେ ମର୍ମାହତ ଧର୍ମଶାସ୍ତ୍ର ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କର ଅଗାଢ ଜ୍ଞାନ ପାଇଁ ସେ ସ୍ମରଣୀୟ ହୋଇ ରହିବେ   ଜନ ସେବା ଏବଂ ସାମାଜିକ ସଶକ୍ତିକରଣ ଦିଗରେ ତାଙ୍କର ଉତ୍ସାହ ଥିଲା ତାଙ୍କ ପରିବାର ଏବଂ ଅସଂଖ୍ୟ ଶୁଭଚିନ୍ତକଙ୍କ ପ୍ରତି ମୋର ସମବେଦନା ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ

 

**********

TRP/


(ରିଲିଜ ଆଡି: 1713384) ପରିଦର୍ଶକ କାଉଣ୍ଟର : 211