ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାବୁ ଜଗଜୀବନ ରାମଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 05 APR 2021 9:14AM by PIB Bhubaneswar

ବାବୁ ଜଗଜୀବନ ରାମଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସ୍ଵାଧୀନତା ସଂଗ୍ରାମୀ ତଥା ସାମାଜିକ ନ୍ୟାୟର ଜଣେ ଦୃଢ ସମର୍ଥକ ବାବୁ ଜଗଜୀବନ ରାମଙ୍କୁ ତାଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି । ଦଳିତ ତଥା ବଞ୍ଚିତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ତାଙ୍କର ପ୍ରଭାବଶାଳୀ ଉଦ୍ୟମ ସର୍ବଦା ପ୍ରେରଣାର ଉତ୍ସ ହୋଇରହିବ” ।

**********

TRP/


(ରିଲିଜ ଆଡି: 1709632) ପରିଦର୍ଶକ କାଉଣ୍ଟର : 288