ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସନ୍ଥ ରବିଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 FEB 2021 11:22AM by PIB Bhubaneswar

ସନ୍ଥ ରବିଦାସଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସନ୍ଥ ରବିଦାସ ଜୀ ବହୁବର୍ଷ ପୂର୍ବେ ସମାନତା, ସଦଭାବନା ଏବଂ କରୁଣାର ଯେଉଁ ବାର୍ତ୍ତା ଦେଇଥିଲେ, ତାହା ଦେଶବାସୀଙ୍କୁ ଯୁଗ ଯୁଗ ଧରି ପ୍ରେରଣା ଯୋଗାଇବ । ତାଙ୍କ ଜୟନ୍ତୀରେ ମୁଁ ମୋର ସାଦର ପ୍ରଣାମ ଜଣାଉଛି” ।

 

**********

TRP


(ରିଲିଜ ଆଡି: 1701333) ପରିଦର୍ଶକ କାଉଣ୍ଟର : 213