ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜେ ଜୟଲଳିତାଙ୍କ ଜନ୍ମବାର୍ଷିକୀରେ ତାଙ୍କର ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ
Posted On:
24 FEB 2021 10:46AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେ ଜୟଲଳିତାଙ୍କ ଜନ୍ମବାର୍ଷିକୀରେ ତାଙ୍କର ସ୍ମୃତିଚାରଣ କରିଛନ୍ତି।
“ଜୟଲଳିତା ଜୀଙ୍କ ଜନ୍ମବାର୍ଷିକୀରେ ତାଙ୍କର ସ୍ମୃତିଚାରଣ କରୁଛି । ତାଙ୍କର ଲୋକାଭିମୁଖୀ ନୀତି ଏବଂ ଗରିବଙ୍କ ସଶକ୍ତିକରଣ ଦିଗରେ ତାଙ୍କର ପ୍ରଚେଷ୍ଟା ପାଇଁ ତାଙ୍କୁ ବ୍ୟାପକ ଭାବେ ପ୍ରଶଂସା ମିଳିଥିଲା । ଆମର ନାରୀ ଶକ୍ତିକୁ ସଶକ୍ତ କରିବାରେ ସେ ମଧ୍ୟ ଅନେକ କାର୍ଯ୍ୟ କରିଥିଲେ । ତାଙ୍କ ସହିତ ଅନେକ ଥର ହୋଇଥିବା ଆଲୋଚନା ମୋର ସବୁଦିନ ପାଇଁ ମନେ ରହିବ”, ପ୍ରଧାନମନ୍ତ୍ରୀ ଏକ ଟ୍ଵିଟରେ କହିଛନ୍ତି ।
**********
TRP/
(Release ID: 1700563)
Read this release in:
Malayalam
,
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada