ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପି.ଏମ୍‌-କିଷାନ ଯୋଜନା ପୂରଣ କଲା ଦୁଇବର୍ଷ

ଆମ ଚାଷୀମାନଙ୍କ ଦୃଢ଼ତା ଓ ଆବେଗ ଉତ୍ସାହଜନକ-ପ୍ରଧାନମନ୍ତ୍ରୀ

ସରକାରଙ୍କ ଦ୍ୱାରା ଏମ.ଏସ.ପି.ରେ ଐତିହାସିକ ବୃଦ୍ଧି-ପ୍ରଧାନମନ୍ତ୍ରୀ

Posted On: 24 FEB 2021 10:54AM by PIB Bhubaneshwar

କୃଷକମାନଙ୍କ ଜୀବନରେ ସମୃଦ୍ଧି ଓ ଗୌରବ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ପି.ଏମ.-କିଷାନ ଯୋଜନାକୁ ଆଜି ଦୁଇବର୍ଷ ପୂରଣ ହୋଇଛି ।

ଗୋଟେ ପରେ ଗୋଟ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁଇବର୍ଷ ପୂର୍ବେ ଆଜିର ଏହି ଦିନରେ ଦେଶକୁ ଅନ୍ନ ଯୋଗାଇ ଆସୁଥିବା ଆମର କଠିନ ପରିଶ୍ରମୀ ଚାଷୀ ଭାଇମାନଙ୍କ  ଜୀବନରେ ସମୃଦ୍ଧି ଓ ଗୌରବ ଆଣିବା ଲକ୍ଷ୍ୟ ନେଇ ପି.ଏମ-କିଷାନ ଯୋଜନା ଆରମ୍ଭ କରାଯାଇଥିଲା । ଆମ କୃଷକମାନଙ୍କ ଦୃଢତା ଏବଂ ଆବେଗ ଖୁବ୍ ଉତ୍ସାହଜନକ ।

କୃଷି କ୍ଷେତ୍ରରେ ପରିବର୍ତ୍ତନ  ଆଣିବା ପାଇଁ ଗତ ସାତବର୍ଷ ମଧ୍ୟରେ ସରକା ଅନେକ ପଦକ୍ଷେପମାନ ନେଇଛନ୍ତି । ଉନ୍ନତ ଜଳସେଚନଠାରୁ ଆରମ୍ଭ କରି ଅଧିକ ବୈଷୟିକ ଜ୍ଞାନ, ଅଧିକ ଋଣ ଓ ବଜାର ଉପଲବ୍ଧତା ସହ ଉପଯୁକ୍ତ ଶସ୍ୟବୀମା, ଦଲାଲଙ୍କୁ ହଟାଇବା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଭଳି ସବୁ ପଦକ୍ଷେପ ନିଆଯାଇଛି ।

ଏକ ଐତିହାସିକ ଏମ.ଏସ.ପି. ବୃଦ୍ଧି କରିବାର ଶ୍ରେୟ ଆମ ସରକାରକୁ ଯାଉଛି । ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଆମେ ଯଥାସମ୍ଭବ ପଦକ୍ଷେପ ନେଉଛୁ ।

କୃଷକମାନଙ୍କ ନିମନ୍ତେ କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ଆପଣ ନାମୋ ଆପ୍‌ରେ ଆଖି ବୁଲାଇ ଆଣିଲେ ସବିଶେଷ ତଥ୍ୟ ପାଇପାରିବେ ।

 

On this day, 2 years ago the PM-Kisan scheme was launched with an aim to ensure a life of dignity as well as prosperity for our hardworking farmers, who work day and night to keep our nation fed. The tenacity and passion of our farmers is inspiring. #KisanKaSammanPMKisan pic.twitter.com/ycaod6SP0T

— Narendra Modi (@narendramodi) February 24, 2021

 

Over the last 7 years, the Government of India has taken many initiatives for transforming agriculture. From better irrigation to more technology, more credit and markets to proper crop insurance, focus on soil health to eliminating middlemen, the efforts are all-encompassing.

— Narendra Modi (@narendramodi) February 24, 2021

 

Our Government had the honour of ushering a historic increase in MSP. We doing everything possible to double the income of farmers.

You can find insightful content on the NaMo App, offering a glimpse of the work done for farmers. #KisanKaSammanPMKisan pic.twitter.com/pHxqY3NBPq

— Narendra Modi (@narendramodi) February 24, 2021

 

पीएम किसान निधि की लॉन्चिंग को आज दो साल पूरे हो रहे हैं।अन्नदाताओं के कल्याण को समर्पित इस योजना से करोड़ों किसान भाई-बहनों के जीवन में जो बदलाव आए हैं, उससे हमें उनके लिए और अधिक काम करने की प्रेरणा मिली है। #KisanKaSammanPMKisan pic.twitter.com/cfWpgXADjr

— Narendra Modi (@narendramodi) February 24, 2021

 

अन्नदाताओं के जीवन को आसान बनाने और उनकी आय दोगुनी करने का जो संकल्प देश ने लिया है, उसमें पीएम किसान निधि की महत्वपूर्ण भूमिका है। आज हमारे किसान आत्मनिर्भर भारत अभियान के भी अभिन्न अंग बन रहे हैं। #KisanKaSammanPMKisan

— Narendra Modi (@narendramodi) February 24, 2021

*****

SM/SLP



(Release ID: 1700449) Visitor Counter : 173