ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 FEB 2021 9:44AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମା ଭାରତୀଙ୍କ ଅମର ସୁପୁତ୍ର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ ତାଙ୍କର ଅଦମ୍ୟ ସାହସ, ଅଦ୍ଭୁତ ଶକ୍ତି ଏବଂ ଅସାଧାରଣ ବୁଦ୍ଧିମତା ଦେଶବାସୀଙ୍କୁ ଯୁଗ ଯୁଗ ଧରି ପ୍ରେରିତ କରିଆସୁଥିବ ଜୟ ଶିବାଜୀ

 

**********

TRP/


(ରିଲିଜ ଆଡି: 1699314) ପରିଦର୍ଶକ କାଉଣ୍ଟର : 166