ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମକର ସଂକ୍ରାନ୍ତି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 14 JAN 2021 9:40AM by PIB Bhubaneshwar

ମକର ସଂକ୍ରାନ୍ତିର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

“ଦେଶବାସୀଙ୍କୁ ମକର ସଂକ୍ରାନ୍ତିରେ ଅନେକ ଅନେକ ଅଭିନନ୍ଦନସୂର୍ଯ୍ୟ ଦେବଙ୍କ ଉତ୍ତରାୟଣ ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଏବଂ ଉତ୍ସାହ ସଂଚାର କରୁ ବୋଲି ପ୍ରାର୍ଥନା କରୁଛି

ସମସ୍ତଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ।

ଭାରତର ବିଭିନ୍ନ ଭାଗରେ ମକର ସଂକ୍ରାନ୍ତି ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି । ଏହି ଉତ୍ସାହର ପର୍ବ ଦେଶର ବିବିଧତା ଏବଂ ଆମର ଜୀବନ୍ତ ପରମ୍ପରାକୁ ଦର୍ଶାଇଥାଏ ଏହା ମଧ୍ୟ ପ୍ରକୃତି ମାତା ପ୍ରତି ସମ୍ମାନର ମହତ୍ଵକୁ ପ୍ରତିପାଦିତ କରିଥାଏ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********

TRP/


(रिलीज़ आईडी: 1688559) आगंतुक पटल : 206
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam