ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବ୍ରିଟେନ ବୈଦେଶିକ ସଚିବ ମିଷ୍ଟର ଡୋମିନିକ ରାବ
Posted On:
16 DEC 2020 11:49AM by PIB Bhubaneshwar
ବ୍ରିଟେନ ବୈଦେଶିକ ସଚିବ ମିଷ୍ଟର ଡୋମିନିକ ରାବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟେ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ।
**********
![](http://static.pib.gov.in/WriteReadData/userfiles/image/image0016U79.jpg)
![](http://static.pib.gov.in/WriteReadData/userfiles/image/image002LF37.jpg)
**********
(Release ID: 1681206)
Visitor Counter : 163
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam