ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁରୁ ନାନକଙ୍କ ପ୍ରକାଶ ପର୍ବ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 30 NOV 2020 9:51AM by PIB Bhubaneswar

ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବରେ ମୁଁ ତାଙ୍କୁ ନତମସ୍ତକ ହୋଇ ପ୍ରଣାମ ଜଣାଉଛି । ସମାଜସେବା ଏବଂ ଏକ ଉତ୍ତମ ବିଶ୍ଵ ପ୍ରତିଷ୍ଠା ଦିଗରେ ତାଙ୍କ ବାଣୀ ଆମକୁ ପ୍ରେରଣା ଯୋଗାଇବ ବୋଲି ଆଶା କରୁଛି” । 

 

**********

 


(ରିଲିଜ ଆଡି: 1677236) ପରିଦର୍ଶକ କାଉଣ୍ଟର : 135