ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ ଟିକା ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଅସନ୍ତାକାଲି ତିନୋଟି ମହାନଗର ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 27 NOV 2020 4:36PM by PIB Bhubaneshwar

କୋଭିଡ ଟିକାର ଅଗ୍ରଗତି ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବାପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (28.11.2020) ତିନୋଟି ମହାନଗରୀ ପରିଦର୍ଶନ କରିବେ ସେ ଅହମଦାବାଦାସ୍ଥିତ ଜାଇଡସ ବାୟୋଟେକ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ ଓ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି

କୋଭିଡ-19 ବିରୁଦ୍ଧ ସଂଗ୍ରାମରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ନିଜେ ସମ୍ପର୍କରେ ବୈଜ୍ଞାନିକମାନଙ୍କ ସହିତ ପରାମର୍ଶ କରିବେ ଟିକା ନେଇ  ରହିଥିବା ଆହ୍ଵାନ ଏହାର ପ୍ରସ୍ତୁତି ତଥା ଦେଶର ନାଗରିକମାନଙ୍କର ଟିକାକରଣ ସମ୍ପର୍କରେ ସବିଶେଷ ତଥ୍ୟ ଆହରଣ କରିବେ

 

**********


(रिलीज़ आईडी: 1676576) आगंतुक पटल : 275
इस विज्ञप्ति को इन भाषाओं में पढ़ें: Tamil , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Telugu , Kannada , Malayalam