ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 16 NOV 2020 5:49PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଥିବା ଶ୍ରୀ ନିତୀଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟ୍ଵିଟ ଯୋଗେ ପ୍ରଥାନମନ୍ତ୍ରୀ କହିଛନ୍ତି ଯେ, “ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ନିତୀଶ ଜୀଙ୍କୁ ଅଭିନନ୍ଦନ ବିହାର ସରକାରରେ ଶପଥ ଗ୍ରହଣ କରିଥିବା ଅନ୍ୟାନ୍ୟ ସମସ୍ତ ମନ୍ତ୍ରୀମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି । ବିହାରର ବିକାଶ ପାଇଁ ଏନଡିଏ ପରିବାର ମିଳିମିଶି କାମ କରିବ । ବିହାରର କଲ୍ୟାଣ ଦିଗରେ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ” ।

Congratulations to @NitishKumar Ji on taking oath as Bihar’s CM. I also congratulate all those who took oath as Ministers in the Bihar Government. The NDA family will work together for the progress of Bihar. I assure all possible support from the Centre for the welfare of Bihar.

— Narendra Modi (@narendramodi) November 16, 2020

 

**********


(ରିଲିଜ ଆଡି: 1673282) ପରିଦର୍ଶକ କାଉଣ୍ଟର : 189