ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହିମାଚଳ ପ୍ରଦେଶର ମଣ୍ଡୀ ସଡକ ଦୁର୍ଘଟଣା ଜନିତ ପ୍ରାଣହାନୀ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
16 NOV 2020 10:43AM by PIB Bhubaneshwar
ହିମାଚଳ ପ୍ରଦେଶର ମଣ୍ଡୀ ସଡକ ଦୁର୍ଘଟଣା ଜନିତ ପ୍ରାଣହାନୀ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ହିମାଚଳ ପ୍ରଦେଶର ମଣ୍ଡୀରେ ଘଟିଥିବା ସଡକ ଦୁର୍ଘଟଣା ଖବର ମୋତେ ଅତ୍ୟନ୍ତ ଦୁଃଖ ପହଞ୍ଚାଇଛି । ସରକାର ସମସ୍ତ ପ୍ରକାରର ସହାୟତା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ।
हिमाचल प्रदेश के मंडी में सड़क हादसे की खबर से अत्यंत दुख हुआ है। सरकार राहत और बचाव कार्य में जुटी हुई है। इस दुर्घटना में मृतकों के परिजनों के प्रति गहरी संवेदना प्रकट करता हूं और घायलों के जल्द स्वस्थ होने की कामना करता हूं : PM @narendramodi
— PMO India (@PMOIndia) November 16, 2020
*********
(ରିଲିଜ ଆଡି: 1673278)
ପରିଦର୍ଶକ କାଉଣ୍ଟର : 198
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam