ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ପ୍ରତିଷ୍ଠା ଦିବସରେ ହରିୟାଣାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2020 10:03AM by PIB Bhubaneswar

ହରିୟାଣାବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଇତିହାସର ପ୍ରମୁଖ ସ୍ଥାନରେ ରହିଥିବା ହରିୟାଣାର ସମସ୍ତ ଅଧିବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଅଭିନନ୍ଦନସମୃଦ୍ଧି ଏବଂ ପ୍ରଗତିର ପ୍ରତୀକ ଏହି ରାଜ୍ୟ ଉନ୍ନତିର ନୂଆ ନୂଆ କୀର୍ତ୍ତିମାନ ଗଢି ତୋଳୁ”

 

**********


(ରିଲିଜ ଆଡି: 1669361) ପରିଦର୍ଶକ କାଉଣ୍ଟର : 146