ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇଏଫଏସ ଦିବସରେ ଭାରତୀୟ ବୈଦେଶିକ ସେବା ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2020 11:36AM by PIB Bhubaneswar

ଆଇଏଫଏସ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବୈଦେଶିକ ସେବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟ୍ଵିଟରେ କହିଛନ୍ତି, "ଆଇଏଫଏସ ଦିବସରେ ସମସ୍ତ ଭାରତୀୟ ବୈଦେଶିକ ସେବା ଅଧିକାରୀଙ୍କୁ ଶୁଭେଚ୍ଛା ରାଷ୍ଟ୍ରୀୟ ସେବା, ବିଶ୍ୱବ୍ୟାପୀ ଜାତୀୟ ସ୍ୱାର୍ଥକୁ ଆଗକୁ ବଢାଇବା ଦିଗରେ ସେମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ବନ୍ଦେ ଭାରତ ମିଶନ ଏବଂ ଆମ ନାଗରିକ ତଥା ଅନ୍ୟାନ୍ୟ ଦେଶମାନଙ୍କୁ କୋଭିଡ ସମ୍ବନ୍ଧୀୟ ସହାୟତା ପ୍ରଦାନ କରିବାରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି

 

**********


(ରିଲିଜ ଆଡି: 1663236) ପରିଦର୍ଶକ କାଉଣ୍ଟର : 180