ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭେଷ୍ଟାସ ଅଧ୍ୟକ୍ଷ ଓ ସିଇଓଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2020 4:10PM by PIB Bhubaneswar

ପବନ ଶକ୍ତି କ୍ଷେତ୍ର ସମ୍ବନ୍ଧୀୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଷ୍ଟାସର ଅଧ୍ୟକ୍ଷ ସିଇଓ ମିଷ୍ଟର ହେନରିକ ଆଣ୍ଡରସନଙ୍କ ସହ ମତ ବିନିମୟ କରିଛନ୍ତି

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, “ଭେଷ୍ଟାସର ଅଧ୍ୟକ୍ଷ ତଥା ସିଇଓ ମିଷ୍ଟର ହେନରିକ ଆଣ୍ଡରସନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଲା ଆମେ ପବନ ଶକ୍ତି କ୍ଷେତ୍ର ସମ୍ବନ୍ଧୀୟ ଅନେକ ବିଷୟ ଉପରେ ଆଲୋଚନା କରିଛୁ ଆଗାମୀ ପିଢି ପାଇଁ ଏକ ସ୍ୱଚ୍ଛ ଭବିଷ୍ୟତ ଗଠନ ଦିଗରେ ଅକ୍ଷୟ ଶକ୍ତି ବ୍ୟବହାର କରିବାକୁ ଭାରତ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛି

 

***********

 


(ରିଲିଜ ଆଡି: 1662113) ପରିଦର୍ଶକ କାଉଣ୍ଟର : 193