ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ଏମଏସଏମଇଗୁଡ଼ିକ ପାଇଁ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ

Posted On: 01 JUL 2020 6:46PM by PIB Bhubaneshwar

ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ଵାରା ବିକଶିତ ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ 26 ଜୁନ, 2020ରେ ଜାରି ବିଜ୍ଞପ୍ତିରେ ଘୋଷଣା ଅନୁଯାୟୀ, ଉଦ୍ୟୋଗଗୁଡ଼ିକର ନୂଆ ବର୍ଗୀକରଣ ଏବଂ ପଞ୍ଜୀକରଣ ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇସାରିଛି । ଅନଲାଇନ ପଞ୍ଜୀକରଣ ପାଇଁ https://udyamregistration.gov.in ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ସୁବିଧା ପ୍ରଦାନ ଲାଗି ଚାମ୍ପିଅନ୍ସ କଣ୍ଟ୍ରୋଲ ରୁମ ଏବଂ ଡିଆଇସିଗୁଡ଼ିକରେ ଏକ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି।

https://static.pib.gov.in/WriteReadData/userfiles/image/image001MDR1.jpg

 

 

 

 

 

 

 

ମନ୍ତ୍ରଣାଳୟ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ଯେ ଏହି ନୂଆ ପଞ୍ଜୀକରଣ ପ୍ରକ୍ରିୟା “ବ୍ୟବସାୟିକ ସୁଗମତା”କୁ ପ୍ରୋତ୍ସାହିତ କରିବ ଏବଂ କାରବାର ସମୟ ଓ ଅର୍ଥ ସଞ୍ଚୟ କରିବ। ଏହି ପୋର୍ଟାଲ ବ୍ୟତୀତ ଅନ୍ୟ କୌଣସି ଘରୋଇ ଅନଲାଇନ ଏବଂ ଅଫଲାଇନ ବ୍ୟବସ୍ଥା, ସେବା, ଏଜେନ୍ସି କିମ୍ବା ବ୍ୟକ୍ତିବିଶେଷଙ୍କୁ ଏମଏସଏମଇ ପଞ୍ଜୀକରଣ ପାଇଁ କ୍ଷମତା ଦିଆଯାଇନଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି

https://static.pib.gov.in/WriteReadData/userfiles/image/image0029TP8.jpg

 

 

 

 

 

 

 

 

 

ଏ ସଂକ୍ରାନ୍ତରେ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନୋକ୍ତ ଟୁଇଟ କରାଯାଇଛି:

https://twitter.com/msmechampions/status/1278287766963408899?s=09

2. Ministry of MSME (@minmsme) Tweeted:

Congrats! New classification & Registration process of MSMEs is effective from today. You may register your enterprise or udyam at https://t.co/oQgGOarGos. Please Feel Free to make suggestions.

@msmechampions @PMOIndia

https://t.co/cjOZ39nara https://t.co/pqd51R3jOL https://twitter.com/minmsme/status/1278287967686098945?s=20

3. Ministry of MSME (@minmsme) Tweeted:

A very comprehensive portal has been launched today by the M/O MSME for registration of MSMEs. The portal named https://t.co/oQgGOarGos has been made entirely in house by the Ministry with the help of NIC.

@msmechampions https://t.co/hziUgWEYcQ https://twitter.com/minmsme/status/1278299818696327172?s=20

4. https://twitter.com/msmechampions/status/1278300662736908289?s=09

**********

 



(Release ID: 1635750) Visitor Counter : 160