ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାରାଣା ପ୍ରତାପଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 09 MAY 2020 12:35PM by PIB Bhubaneswar

ମହାରାଣା ପ୍ରତାପଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

“ଭାରତମାତାର ମହାନ ସୁପୁତ୍ର ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ ଦେଶପ୍ରେମ, ସ୍ଵାଭିମାନ ଏବଂ ପରାକ୍ରମରେ ଭରପୁର ତାଙ୍କ ଜୀବନୀ ଦେଶବାସୀଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********
 


(ରିଲିଜ ଆଡି: 1622443) ପରିଦର୍ଶକ କାଉଣ୍ଟର : 238