ରାଷ୍ଟ୍ରପତିଙ୍କ ସଚିବାଳୟ

ପ୍ରେସ ବିଜ୍ଞପ୍ତି


प्रविष्टि तिथि: 25 APR 2020 11:45AM by PIB Bhubaneshwar

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଆଜି ସକାଳ 10.30 ସମୟରେ ଶ୍ରୀ ସଞ୍ଜୟ କୋଠାରୀ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର ରୂପେ ଶପଥ ପାଠ କରିଥିଲେ । ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ତାଙ୍କୁ ପଦବୀର ଶପଥପାଠ କରାଇଥିଲେ । 

**********
 


(रिलीज़ आईडी: 1618216) आगंतुक पटल : 146
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu