ପୋଷ୍ଟ କରାଯିବା ଦିନାଙ୍କ:
08 APR 2020 12:29PM by PIB Bhubaneswar
ପବିତ୍ର ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଭକ୍ତି, ଶକ୍ତି, ସମର୍ପଣ ଏବଂ ଅନୁଶାସନର ପ୍ରତୀକ ପବନପୁତ୍ରଙ୍କ ଜୀବନୀ ଆମକୁ ସମସ୍ତ ସମସ୍ୟାକୁ ସଫଳତାର ସହ ସମ୍ମୁଖୀନ ହେବା ପାଇଁ ପ୍ରେରଣା ଯୋଗାଉଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********