ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ଦ୍ୱାଦଶ ବ୍ରିକ୍ସ୍ ସଂସଦୀୟ ମଞ୍ଚ ଅବସରରେ ବ୍ରିକ୍ସ୍ ରାଷ୍ଟ୍ରଗୁଡ଼ିକର ସାଂସଦମାନଙ୍କ ସହ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 OCT 2026 8:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଚାଲିଥିବା ଦ୍ୱାଦଶ ବ୍ରିକ୍ସ୍ ସଂସଦୀୟ ମଞ୍ଚ ୨୦୨୬ ଅବସରରେ ବ୍ରିକ୍ସ୍ ରାଷ୍ଟ୍ରଗୁଡ଼ିକର ସାଂସଦମାନଙ୍କ ସହ ଏକ ଚମତ୍କାର ବାର୍ତ୍ତାଳାପ କରିଛନ୍ତି।

ଏହି ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ଏବଂ ଗସ୍ତ କରିଥିବା ସଂସଦୀୟ ପ୍ରତିନିଧିମାନେ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ।

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ସେୟାର କରିଛନ୍ତି:

"ଦିଲ୍ଲୀରେ ଆୟୋଜିତ ହେଉଥିବା ଦ୍ୱାଦଶ ବ୍ରିକ୍ସ୍ ସଂସଦୀୟ ମଞ୍ଚ ୨୦୨୬ ଅବସରରେ ବ୍ରିକ୍ସ୍ ରାଷ୍ଟ୍ରଗୁଡ଼ିକର ସାଂସଦମାନଙ୍କ ସହ ଏକ ଚମତ୍କାର ବାର୍ତ୍ତାଳାପ ହୋଇଥିଲା। ଆମେ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲୁ । "

HS


(ରିଲିଜ ଆଡି: 2328888) ପରିଦର୍ଶକ କାଉଣ୍ଟର : 6