ପୋଷ୍ଟ କରାଯିବା ଦିନାଙ୍କ:
21 OCT 2026 11:52AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଶ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ୱାରା ଏକ ଲେଖା ସେୟାର କରିଛନ୍ତି ।
ଏହି ଲେଖାରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଶ୍ରୀ ଶିବରାଜ ସିଂ ଚୌହାନ କୃଷି ସହିତ ସୌରଶକ୍ତି ଉତ୍ପାଦନକୁ ଯୋଡ଼ି କୃଷକଙ୍କ ଆୟକୁ ସୁଦୃଢ଼ କରିବାରେ ଆଗ୍ରିଭୋଲ୍ଟାଇକ୍ସର ସମ୍ଭାବନା ଉପରେ ଉଲ୍ଲେଖ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ କିପରି ଆଗ୍ରିଭୋଲ୍ଟାଇକ୍ସ ଅତିରିକ୍ତ ଆୟ ଯୋଗାଇପାରେ, ଶକ୍ତି କିମ୍ବା ଶକ୍ତି ସମ୍ବନ୍ଧୀୟ ଖର୍ଚ୍ଚ ହ୍ରାସ କରିପାରେଏବଂ ଫସଲ ଉତ୍ପାଦନରେ ସହାୟକ ହୋଇପାରେ । ଏହା କୃଷିକ୍ଷେତ୍ରକୁ ଶକ୍ତି ଯୋଗାଇବା ଏବଂ ଗ୍ରାମୀଣ ସମୃଦ୍ଧିକୁ ଆଗକୁ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ପ୍ରଦାନ କରେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି;
“କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ @JoshiPralhad ଏବଂ ଶ୍ରୀ ଶିରାଜ ସିଂ ଚୌହା ନ@ChouhanShivraj କୃଷି ସହିତ ସୌରଶକ୍ତି ଉତ୍ପାଦନକୁ ଯୋଡ଼ି କୃଷକଙ୍କ ଆୟକୁ ସୁଦୃଢ଼ କରିବାରେ ଆଗ୍ରିଭୋଲ୍ଟାଇକ୍ସର ସମ୍ଭାନା ଉପରେ ଲେଖିଛନ୍ତି । ସେମାନେ ଆଲୋକପାତ କରିଛନ୍ତି ଯେ କିପରି ଏହା ଅତିରିକ୍ତ ଆୟ ଯୋଗାଇପାରେ, ଶକ୍ତି ବା ଶକ୍ତି ସମ୍ବନ୍ଧୀୟ ଖର୍ଚ୍ଚ ହ୍ରାସ କରିପାରେ ଏବଂ ଫସଲ ଉତ୍ପାଦନରେ ସହାୟକ ହୋଇପାରେ । କୃଷିକ୍ଷେତ୍ରକୁ ଶକ୍ତି ଯୋଗାଇବା ଏବଂ ଗ୍ରାମୀଣ ସମୃଦ୍ଧିକୁ ଆଗକୁ ବଢ଼ାଇବା ବିଷୟରେ ଏକ ଜ୍ଞାନବର୍ଦ୍ଧକ ଲେଖା ।”
https://indianexpress.com/article/opinion/columns/india-solar-farming-viksit-bharat-agrivoltaics-10929961/lite/
SR