ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 OCT 2026 5:32PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ମହାତ୍ମା ଗାନ୍ଧୀ ଏବଂ ବିଜୟ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କ ସରଳତା, ସାହସ ଏବଂ ରାଷ୍ଟ୍ର ପ୍ରତି ସେବାର ଜୀବନ ପିଢ଼ି ପରେ ପିଢ଼ି ପ୍ରେରଣାଦାୟୀ ହୋଇ ରହିଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ପ୍ରଗତି ପ୍ରତି ସେମାନଙ୍କର ଆଦର୍ଶ ଏବଂ ଅତୁଟ ପ୍ରତିବଦ୍ଧତା ସର୍ବଦା ଏକ ପଥପ୍ରଦର୍ଶକ ରହିବ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ପୋଷ୍ଟରେ କରି କହିଛି;
"ରାଜଘାଟରେ ମହାତ୍ମା ଗାନ୍ଧୀ ଏବଂ ବିଜୟ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି।
ସେମାନଙ୍କର ସରଳତା, ସାହସ ଏବଂ ରାଷ୍ଟ୍ର ପ୍ରତି ସେବାର ଜୀବନ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇବ।
ଭାରତର ପ୍ରଗତି ପ୍ରତି ସେମାନଙ୍କର ଆଦର୍ଶ ଏବଂ ଅତୁଟ ପ୍ରତିବଦ୍ଧତା ସର୍ବଦା ଆମ ପାଇଁ ଏକ ମାର୍ଗଦର୍ଶକ ଆଲୋକ ହୋଇ ରହିବ ।’’
HS
(ରିଲିଜ ଆଡି: 2319256)
ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam