ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ୍ମଦିନର ଶୁଭେଚ୍ଛା ପାଇଁ ଶ୍ରୀ ଦେବେଗୌଡ଼ା ଜୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2026 10:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନର ଶୁଭେଚ୍ଛା ପାଇଁ ଶ୍ରୀ ଦେବଗୌଡ଼ା ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଦେଶ ପ୍ରତି ଶ୍ରୀ ଦେବେଗୌଡ଼ା ଜୀଙ୍କ ଦୀର୍ଘ ବର୍ଷର ସେବା ଏବଂ ସାର୍ବଜନୀନ ଜୀବନ ପ୍ରତି ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ଗଭୀର ଭାବେ ପ୍ରେରଣାଦାୟୀ।

ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ଆପଣଙ୍କ ଚିନ୍ତାଶୀଳ ଶୁଭେଚ୍ଛା ପାଇଁ ଦେବଗୌଡ଼ା ଜୀଙ୍କୁ ଧନ୍ୟବାଦ। ଦେଶ ପ୍ରତି ଆପଣଙ୍କର ଦୀର୍ଘ ବର୍ଷର ସେବା ଏବଂ ସାର୍ବଜନୀନ ଜୀବନ ପ୍ରତି ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ଗଭୀର ପ୍ରେରଣାଦାୟୀ।

@H_D_Devegowda

HS


(ରିଲିଜ ଆଡି: 2315777) ପରିଦର୍ଶକ କାଉଣ୍ଟର : 9