ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୭.୮% ଜିଡିପି ଅଭିବୃଦ୍ଧି ହାସଲ କରିଥିବାରୁ ଦେଶକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ; ବୃଦ୍ଧି ପାଉଥିବା ଆର୍ଥିକ ଆତ୍ମବିଶ୍ୱାସ ଉପରେ ଆଲୋକପାତ କଲେ

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2026 12:09PM by PIB Bhubaneswar

ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୭.୮% ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଭିଡିଓ ବାର୍ତ୍ତା ସେୟାର କରି ପ୍ରଧାନମନ୍ତ୍ରୀ ଦୃଢ଼ ଆର୍ଥିକ ସଂଖ୍ୟା ଉପରେ ଆଲୋକପାତ କରି ଗୁରୁତ୍ୱାରୋପ କରିଥିଲେ ଯେ ଏହି ପରିସଂଖ୍ୟାନ ବୃଦ୍ଧି ପାଉଥିବା ଆର୍ଥିକ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି।

ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:

"୭.୮% ଅଭିବୃଦ୍ଧି।

ମଜବୁତ ସଂଖ୍ୟା।

ଆହୁରି ଅଧିକ ଆତ୍ମବିଶ୍ୱାସ "

HS


(ରିଲିଜ ଆଡି: 2305801) ପରିଦର୍ଶକ କାଉଣ୍ଟର : 3