ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନଧନ ଯୋଜନାର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 AUG 2026 2:50PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଅଭୂତପୂର୍ବ ପରିମାଣ ଏବଂ ପରିବର୍ତ୍ତନଶୀଳ ଫଳାଫଳ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଜନଧନ ଯୋଜନା ଏକ ଅତୁଳନୀୟ ପ୍ରଭାବ ପକାଇଛି, ଯାହା ସାରା ଦେଶରେ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ଆଗକୁ ନେବାରେ ଏବଂ ଲୋକଙ୍କୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଅଭୂତପୂର୍ବ ପରିମାଣ ଏବଂ ପରିବର୍ତ୍ତନଶୀଳ ଫଳାଫଳ!
ଜନଧନ ଯୋଜନାର ଅତୁଳନୀୟ ପ୍ରଭାବ ପଡ଼ିଛି।
#12YearsOfJanDhan
HS
(ରିଲିଜ ଆଡି: 2304169)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Nepali
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam