ପ୍ରତିରକ୍ଷା ମନ୍ତ୍ରଣାଳୟ
‘ଅଗ୍ନି-୪’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
प्रविष्टि तिथि:
06 AUG 2026 7:01PM by PIB Bhubaneswar
ଅଗଷ୍ଟ ୬ ତାରିଖ ୨୦୨୬ରେ ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୪’ର ସଫଳ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ସମସ୍ତ କାର୍ଯ୍ୟକ୍ଷମ ଓ ବୈଷୟିକ ମାନଦଣ୍ଡକୁ ପ୍ରମାଣିତ କରିଥିଲା । ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ୍ର ତତ୍ତ୍ୱାବଧାନରେ କରାଯାଇଥିଲା ।
SR
(रिलीज़ आईडी: 2295808)
आगंतुक पटल : 8