ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ୱର ବିବିଧ ସଂସ୍କୃତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ ସୁଭାଶିତମକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
29 JUN 2026 10:43AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି
‘‘ଦେଶାଚାରମ୍ ସମୟାଜ୍ଞାତିଧର୍ମନ ଭୁଭୂଷତେ ୟସ୍ତୁ ପରାବରଜ୍ଞଃ ।
ର ତତ୍ର ତତ୍ରାଧିଗତଃ ସଦୈବ ମହାଜନସ୍ୟାଧିପତ୍ୟଂ କରୋତି ।।’’
ସୁଭାଶିତମ୍ ଗୁରୁତ୍ୱାରୋପ କରେ ଯେ ବିଶ୍ୱର ବିବିଧ ସଂସ୍କୃତିକୁ ସମ୍ମାନ ଦେବା ଦ୍ୱାରା ଲୋକଙ୍କ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଭାବନା ବୃଦ୍ଧି ପାଇଥାଏ ଏବଂ ପାରସ୍ପରିକ ବୁଝାମଣା ଏବଂ ଭାଇଚାରା ସୁଦୃଢ଼ ହୋଇଥାଏ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
ବିଶ୍ୱର ବିଭିନ୍ନ ସଂସ୍କୃତିକୁ ସମ୍ମାନ ଦେବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଭାବନା ସୃଷ୍ଟି ହୋଇଥାଏ। ଏହା ପାରସ୍ପରିକ ବୁଝାମଣା ଏବଂ ଭାଇଚାରାକୁ ଆହୁରି ସୁଦୃଢ଼ କରିଥାଏ।
‘‘ଦେଶାଚାରମ୍ ସମୟାଜ୍ଞାତିଧର୍ମନ ଭୁଭୂଷତେ ୟସ୍ତୁ ପରାବରଜ୍ଞଃ ।
ର ତତ୍ର ତତ୍ରାଧିଗତଃ ସଦୈବ ମହାଜନସ୍ୟାଧିପତ୍ୟଂ କରୋତି ।।’’
HS
(ରିଲିଜ ଆଡି: 2281589)
ପରିଦର୍ଶକ କାଉଣ୍ଟର : 21
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam