ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନଜାତି ସୁରକ୍ଷା ମଞ୍ଚର ପ୍ରତିନିଧିମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
28 MAY 2026 10:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜନଜାତି ସୁରକ୍ଷା ମଞ୍ଚର ପ୍ରତିନିଧିମାନଙ୍କୁ ଭେଟିଛନ୍ତି।
ଜନଜାତି ସମାଜ ପ୍ରତି ସେମାନଙ୍କ ସମର୍ପଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।
ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ଏବଂ ସଶକ୍ତିକରଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ଆଜି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ମଞ୍ଚର ପ୍ରତିନିଧିମାନଙ୍କୁ ଭେଟିବାର ସୁଯୋଗ ପାଇଲି। ଜନଜାତି ସମାଜ ପ୍ରତି ତାଙ୍କର ସମର୍ପଣ ଅତ୍ୟନ୍ତ ପ୍ରଶଂସନୀୟ। ଏହି ସମୟରେ, ଜନଜାତି ସମ୍ପ୍ରଦାୟର ବିକାଶ ଏବଂ ସଶକ୍ତିକରଣ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା କରାଯାଇଥିଲା ।’’
HS
(रिलीज़ आईडी: 2267132)
आगंतुक पटल : 15
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam